ବୁଡିଯିବ କି କଂଗ୍ରେସ ନେତା ମୋକିମଙ୍କ ରାଜନୈତିକ କ୍ୟାରିୟର ?

ବୁଡିଯିବ କି କଂଗ୍ରେସ ନେତା ମୋକିମଙ୍କ ରାଜନୈତିକ କ୍ୟାରିୟର ?

ବଢୁଛି କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଅଡୁଆ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ମହମ୍ମଦ ମୋକିମଙ୍କୁ କଂଗ୍ରେସ ଟିକେଟ ଦେବ କି ନାହିଁ ତାହାକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଭିଜିଲାନ୍ସ କୋର୍ଟ ପ୍ରଥମେ ଦଣ୍ଡ ଦେଇଥିଲେ । ଏହାକୁ ବିରୋଧ କରି ମୋକିମ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି ଆଜି ହେବାକୁ ଥିବା ବେଳେ କୋର୍ଟ ଶୁଣାଣିର ତାରିକ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ୨୨ ତାରିଖରେ ଏହି ମାମଲା ଉପରେ କୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ମୋକିମଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି ।

author

Related Articles

Leave a Reply

Your email address will not be published. Required fields are marked *