ବେଆଇନ ମଦ ପ୍ରସ୍ତୁତ ୟୁନିଟ ଉପରେ ପୁଲିସର ଚଢ଼ାଉ

ବେଆଇନ ମଦ ପ୍ରସ୍ତୁତ ୟୁନିଟ ଉପରେ ପୁଲିସର ଚଢ଼ାଉ

ବେଆଇନ ଫରେନ ମଦ ୟୁନିଟ ଉପରେ ଗୋଶାଣୀନୂଆଗାଁ ପୁଲିସର ଚଢାଉ । ଚଢାଉରେ ଜବତ ହୋଇଛି ବିଭିନ୍ନ ବ୍ରାଣ୍ଡର ମଦ । ଏଥିରେ ୩ ଜଣଙ୍କୁ ଗିରଫ କରିବା ସହ ମଦ ପ୍ରସ୍ତୁତ ଉପକରଣ ମଧ୍ୟ ପୋଲିସ ଜବତ କରିଛି । ୩ ଜଣଙ୍କ ମଧ୍ୟରେ ଅନୀଲ କୁମାର, ରାମକୃଷ୍ଣ ନାୟକ, ଶିବ ଶଙ୍କର ମୁମ୍ବାଇରୁ ମଦ ପ୍ରସ୍ତୁତ କରିବା ଶିଖିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ଗଞ୍ଜାମ ଜିଲ୍ଲା ସମେତ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଏମାନେ ବେଆଇନ ମଦ କାରବାର କରୁଥିଲେ । ଏବଂଏମାନଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *