ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ
New Delhi: Former Biju Janata Dal (BJD) MP Baijayant Jay Panda who joined the Bharatiya Janata Party (BJP) in New Delhi on March 4, 2019. (Photo: IANS)


ଗତ କିଛି ଦିନ ତଳେ ବୈଜୟନ୍ତ ପଣ୍ଡାକୁ କେହି ଜଣେ ବ୍ୟକ୍ତି ହତ୍ୟା ଧମକ ମିଳିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରିଛି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଥିଲା। ଫୋନରେ ହତ୍ୟା ଧମକ ଦେଇଥବା ଅଭିଯୁକ୍ତ ଗିରଫ । ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଜେରା ବେଳେ ଫୋନ୍ କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଅବସାଦ ହେତୁ ଏଭଳି କଲ୍ କରିଥିବା ଅଭିଯୁକ୍ତ କହିଛି । ଫୋନ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । କ୍ଷମା ମାଗିବା ସହ ଭବିଷ୍ୟତରେ ଏଭଳି ନକରିବାକୁ ଅଭିଯୁକ୍ତ କହିଛି ।

author

Related Articles

Leave a Reply

Your email address will not be published. Required fields are marked *