ଦୁଇଦିନ ତଳେ 20ଫୁଟ ବୋରୱେଲ ଭିତରକୁ ଖସିପଡିଥିଲା ନବଜାତ ଶିଶୁ । ଏହାପରେ ସାହାର୍ଯ୍ୟକାରୀ ସଂସ୍ଥା ମାନଙ୍କ ଦ୍ୱାରା ନବଜାତ ଶିଶୁଟିକୁ ଅସୁସ୍ଥ ଅବସ୍ଥାରେ ବୋରୱେଲ ଭିତରୁ ଉଦ୍ଧାର କରାଯାଇଥିଲା । ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା ଦେଇଛନ୍ତି ଭୀମସାର ସୁପରିଟେଣ୍ଡେଂଟ । ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ସଂକ୍ରମଣ ବଢ଼ିଥିବା କହିଛନ୍ତି ଡାକ୍ତର । ଆବଶ୍ୟକ ପଡ଼ିଲେ ଶିଶୁର ଅଧିକ ଚିକିତ୍ସା ପାଇଁ ଏସସିବିକୁ ସ୍ଥାନାନ୍ତର ହୋଇପାରେ । ତେବେ କିଏ ଓ କାହିଁକି ପିଲାଟିକୁ ପକାଇଥିବା ତାର କାରଣ ଜଣାପଡ଼ିନଥିବା ବେଳେ ଏହାର ତଦନ୍ତ କରୁଛି ପୋଲିସ ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
