ବୋରୱୋଲରେ ପଡିଥିବା ବୃଦ୍ଧା ମୃତ । ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଘଟଣ । ଗତକାଲି ରାତିରୁ ଜଣେ ବୃଦ୍ଧା ବୋରୱୋଲରେ ପଡିଯାଇଥିଲେ । ଦୀର୍ଘ ୫ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବୃଦ୍ଧାଙ୍କୁ ଉଦ୍ଧାର ପରେ ସୋନପୁର ସରକାରୀ ଡାକଦତରଖାନାକୁ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବୃଦ୍ଧା ଜଣଙ୍କ ୨୦ ଫୁଟ ତଳକୁ ଖସିଯାଇଥିଲେ ଶ୍ୱାସକ୍ରୀୟା ଅଭାବରୁ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
