ବ୍ରହ୍ମପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ବ୍ରହ୍ମପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ବ୍ରହ୍ମପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହା ପରେ ସେ ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ଯୋଗ ଦେଇ ପ୍ରଚାର ଆରମ୍ଭ କରିବା ସହ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି । ଏହାପରେ ସଂଧ୍ୟାରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ନେତା, କର୍ମୀଙ୍କ ସହ ଆଲୋଚନା କରିବେ। ବିଶେଷ ଭାବେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ, ପ୍ରଚାର ଏବଂ କେନ୍ଦ୍ରୀୟ ଯୋଜନାକୁ ଗ୍ରାଉଣ୍ଡରେ ପହଞ୍ଚାଇବାକୁ ଆଲୋଚନା ହେବ। ପରେ ବ୍ରହ୍ମପୁରରେ ରାତ୍ରି ଯାପନ କରିବେ ଜେପି ନଡ୍ଡା ।

author

Related Articles

Leave a Reply

Your email address will not be published. Required fields are marked *