ବ୍ରହ୍ମପୁର ଗୋସାଇଁ ନୂଆଗାଁ ଠାରେ ପିଣ୍ଟୁ ଦାସ ଏବଂ ପ୍ରଦୀପ ପାଣିଗ୍ରାହୀ ମୁହାଁମୁହିଁ

ବ୍ରହ୍ମପୁର ଗୋସାଇଁ ନୂଆଗାଁ ଠାରେ ପିଣ୍ଟୁ ଦାସ ଏବଂ ପ୍ରଦୀପ ପାଣିଗ୍ରାହୀ ମୁହାଁମୁହିଁ

ପୋଲିସ ସାମ୍ନାରେ ପ୍ରଦୀପ ଙ୍କୁ ପିଟିଲେ ଶିବଶଙ୍କର।
ପ୍ରଦୀପ ପାଣିଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ।
ଗୋଷାଣୀ ନୂଆଗାଁରେ ସରକାରୀ ଉତ୍କଳ ମଣି ହାଇ ସ୍କୁଲ ସ୍ଥିତ 133 ଓ 134 ନମ୍ବର ବୁଥ ରେ ଘଟିଛି ଘଟଣା।
ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ,ପୋଲିସ ସହ ଆଲୋଚନା କରୁଥିଲେ।
ଏହି ସମୟ ରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ।
କୌଣସି ଏକ କରଣକୁ ନେଇ ଉଭାୟଙ୍କ ମଧ୍ୟରେ କଥା କଟାକଟି ସହ ଆକ୍ରମଣ ହୋଇଥିଲା।
ପରେ ହାତାହାତି ହୋଇଥିଲେ।
ପ୍ରଦିପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ।
ପ୍ରଦୀପ ଏବେ mkcg ମେଡିକାଲ ରେ ଭର୍ତ୍ତି।
ଶିବ ଶଙ୍କର ଦାସ ହେଉଛନ୍ତି ସ୍ଵାଧୀନ ବ୍ରହ୍ମପୁର ବିଧାନସଭା ସ୍ଵାଧୀନ ପ୍ରାର୍ଥୀ।
ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ।

author

Related Articles

Leave a Reply

Your email address will not be published. Required fields are marked *