ବ୍ରହ୍ମପୁର ସହର ବ୍ରହ୍ମାନଗର ରେ ପୁଣି ଥରେ ଅଗ୍ନି କାଣ୍ଡ ର ଦୃଶ୍ୟ l

ବ୍ରହ୍ମପୁର ସହର ବ୍ରହ୍ମାନଗର ରେ ପୁଣି ଥରେ ଅଗ୍ନି କାଣ୍ଡ ର ଦୃଶ୍ୟ l

ବ୍ରହ୍ମପୁର:

ଆଜି ଦିନ ପ୍ରାୟ 11ଟା ସମୟ ରେ ବ୍ରହ୍ମପୁର ର ବ୍ରହ୍ମା ନଗର ପ୍ରଥମ ଗଳି ରେ ଭୀଷଣ ଅଗ୍ନିକାଣ୍ଡ ଘଟି ଯାଇଛି । ଅଗ୍ନି କାଣ୍ଡ ର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ । ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନି ଶମ ବିଭାଗ କୁ ଖବର ଜଣାଇ ଥିଲେ । ଅଗ୍ନି ଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି କାଣ୍ଡ କୁ, ଆୟତ୍ତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *