ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ୟାଡମିଣ୍ଟନ ଖେଳିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲମ୍ପିକ୍ସ ବ୍ରୌଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡ ମିଣ୍ଟନ ଖେଳିଛନ୍ତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ମଞ୍ଚରେ ମହିଳା ଖେଳାଳିମାନେ ବଡ଼ ପ୍ରଭାବ ପକାଉଥିବା ବେଳେ ଭାରତ ଏକ ବ୍ୟାଡମିଣ୍ଟନ ଶକ୍ତିଶାଳୀ ଦେଶ ହୋଇଛି । ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ ‘ହର୍ ଷ୍ଟୋରି- ମେରି ଷ୍ଟୋରୀ’ କାର୍ଯ୍ୟକ୍ରମରେ ଏପରି ବ୍ୟାଡମିଣ୍ଟନ ଖେଳିଥିଲେ ମହାମହିମ । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସର ଅଫିସିଆଲ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଭବନର ଏକ କୋର୍ଟରେ ରାଷ୍ଟ୍ରପତି ମୁର୍ମୁ ବ୍ୟାଡମିଣ୍ଟନ ଖେଳୁଥିବାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *