ଭଦ୍ରକ ହସ୍ପିଟାଲରେ ଖଣ୍ଡଯୁଦ୍ଧ

ଭଦ୍ରକ ହସ୍ପିଟାଲରେ ଖଣ୍ଡଯୁଦ୍ଧ

ଭଦ୍ରକ ହସ୍ପିଟାଲରେ ନିକଟରେ ଖଣ୍ଡଯୁଦ୍ଧ । ଜମି ବିବାଦରୁ ଭଦ୍ରକ ହସ୍ପିଟାଲ ପରିସରରେ ଖଣ୍ଡଯୁଦ୍ଧ ଦେଖାଦେଇଛି । ଜମି ବିବାଦରୁ ବନ୍ତ ଛକରେ ଯୁବକଙ୍କୁ ଛୁରାମାଡରୁ ଉତ୍ତେଜନା । ଗୁରୁତର ଯୁବକଙ୍କୁ ହସ୍ପିଟାଲ ଆଣିବା ପରେ ଉଭୟ ଗୋଷ୍ଠୀ ପିଟାପିଟି । ଏହି ଘଟଣାରେ ପୋଲିସକୁ ଆକ୍ରମଣ କରିଛନ୍ତି ଆକ୍ରମଣକାରୀ । ପୋଲିସ ଏଏସଆଇ ସମେତ ପୋଲିସି ଡିଜିଙ୍କୁ ଆକ୍ରମଣ । ଘଟଣାରେ ପୋଲିସର ଲାଠିମାଡ, ୨ଜଣଙ୍କୁ ଅଟକ ରଖି ଜେରା ଚାଲିଛି । ଘଟଣାରେ ୩ଜଣ ଗୁରୁତର , ଛୁରାମାଡ ଯୁବକଙ୍କୁ କଟକ ସ୍ଥାନାନ୍ତର ।

author

Related Articles

Leave a Reply

Your email address will not be published. Required fields are marked *