ଭର୍ତ୍ତୁହରିଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ

ଭର୍ତ୍ତୁହରିଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡିରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୁହରି ମହତାବ । ଦଳରେ ସେ ତାଙ୍କ ଅସନ୍ତୋଷ ଲାଗି ବିଜେଡି ଛାଡିଛନ୍ତି । କିନ୍ତୁ ସେ ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡି ଛାଡିବା ନେଇ ସେ ଯେଉଁ କାରଣ କହିଛନ୍ତି ତାହା ସବୁ ମିଛ । ମେଂଟ ହେବ କି ନାହିଁ ସେ କହିବାକୁ କିଏ, ସେ ନିଷ୍ପତି ନେବାକୁ ଦଳରେ ଅନ୍ୟ ପଦାଧିକାରୀ ରହିଛନ୍ତି ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ । ଏତେ ବର୍ଷ ଦଳରେ ରହି ଦଳ ଛାଡିବା ଭର୍ତୃହରିଙ୍କ ଅପରିପକ୍ୱତାର ପରିଚୟ । ସେ କହିଛନ୍ତି କି ବିଜେପି ଟିକେଟ ଆଶାରେ ସେ ବିଜେଡି ଛାଡିଛନ୍ତି । ଏହିଭଳି ଅନେକ କଥା କହି ଭର୍ତ୍ତୁହରିଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

author

Related Articles

Leave a Reply

Your email address will not be published. Required fields are marked *