ଭାରତୀୟ ଯବାନଙ୍କୁ ମୋଦିଙ୍କ ଦୀପାବଳି ଶୁଭେଚ୍ଛା

ଭାରତୀୟ ଯବାନଙ୍କୁ ମୋଦିଙ୍କ ଦୀପାବଳି ଶୁଭେଚ୍ଛା

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଯବାନ ମାନେ ଢ଼ଦ୍‌ୟ ଆମ ପରିବାର ତାଙ୍କ ସହ ଆଲୋକର ପର୍ବକୁ ପାଳନ କରିବେ ମୋଦି । ଦୀପାଳବି ପାଳିବା ପାଇଁ ଆଜି ଏଲ୍ଓସି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଯିବେ ବୋଲି ଜଣାପଡ଼ିଛି । ସେଠାରେ ଯବାନଙ୍କ ସହ ସାମଲି ହୋଇ ଦୀପାବଳି ପାଳିବା ସହ ମିଠା ବାଂଟିବେ ବୋଲି ଜଣାପଡ଼ିଛି । ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ଦୀପାବଳି ପାଳନ କରିଆସୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *