ଭାଷଣ ନା ପବନ ?

ଭାଷଣ ନା ପବନ ?

ଭାଷଣ ନା ପବନ ? ଝାଡ଼ଖଣ୍ଡକୁ ଏକ ନମ୍ବର କରିବେ ଓଡିଶାର ମୁଖ୍ୟମନ୍ତ୍ରୀ . ନେତାଙ୍କ ଭାଷଣ କଥା ନକହିବା ଭଲ . ମୁଖ୍ୟମନ୍ତ୍ରୀ ଓଡିଶାର ଝାଡ଼ଖଣ୍ଡକୁ ଏକ ନମ୍ବର କରିବେ .ଆଉ ବାର ଦିନ ପରେ ଝାରଖଣ୍ଡର ର୍ଦୁନିତି ଯୁକ୍ତ ସରକାରକୁ ଟାଏ ଟାଏ ବାଏ ବାଏ କରିକି ବିଦାକରିଦେବା . ଏହି କଥା ପ୍ରଚାର ବେଳେ ସେଠାକାର ଲୋକଙ୍କୁ କହିଛନ୍ତି ମୋହନ ମାଝୀ . ଏହାକୁ ଶୁଣିବା ପରେ ଲୋକେ କହୁଛନ୍ତି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ଏକ ନମ୍ବର କେବେ ହେବ ତମେ ଦେଖନ୍ତୁ ପଡିଶା ରାଜ୍ୟ ପାଇ ଏତେ ଦରଦ କଣ ପାଇଁ ?ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ଲୋକ ଓଡିଶା କଥା କିଛି ନଭାବି ଝାଡଖଣ୍ଡକୁ ଏକ ନମ୍ବର କରିବ କଥା କହୁଛନ୍ତି ମୋହନ .ଯଦି ଝାଡଖଣ୍ଡ ଏକ ନମ୍ବର ହେବ ତାହେଲେ ଓଡିଶା କଣ ତଳ ଆଡୁ ଏକ ନମ୍ବର ହେବେ ବୋଲି ଲୋକେ କହୁଛନ୍ତି ?

ଥରେ ନଜର ପାକାନ୍ତୁ ଏହି ପୋଷ୍ଟ ଉପରେ .ଯାହାକୁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି . ଯେଉଁଥିରେ ଲେଖା ହୋଇଛି . ଝାଡ଼ଖଣ୍ଡର ଷଡ଼େଇକଳାରେ ବିରାଟ ଜନସଭାକୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀ ଚମ୍ପେଇ ସୋରେନଙ୍କ ପାଇଁ ପ୍ରଚାର କଲି .ଜନସଭାରେ ଲୋକଙ୍କ ଉତ୍ସାହ ଦର୍ଶାଉଛି ଏଥର ଝାରଖଣ୍ଡରେ ପଦ୍ମ ଫୁଟିବ .ଆଉ ୧୨ ଦିନ ପରେ ଦୁର୍ନିତୀଗ୍ରସ୍ତ ଜେଏମଏମ ସରକାରକୁ ବାଏ ବାଏ କରିବେ ଝାଡ଼ଖଣ୍ଡ ବାସୀ .ନଭେମ୍ବର ୨୩ରେ ଝାରଖଣ୍ଡରେ ବାସୀ ନୂଆ ସକାଳ ଦେଖିବେ .ଓଡିଶା ବାସୀ ଯେମିତି ଡବଲ ଇଞିନ ସରକାର ଦ୍ୱାରା ଉପକୃତ ହେଉଛନ୍ତି ,ଝାରଖଣ୍ଡ ବାସୀ ମଧ ସେମିତି ଉପକୃତ ହେବେ .

author

Related Articles

Leave a Reply

Your email address will not be published. Required fields are marked *