ଘରୋଇ କଲେଜରେ ନିଆଁ ୨ ଆହତ । ଭୁବନେଶ୍ୱର ଘରୋଇ କଲେଜ ବିଲ୍ଡିଂରେ ଅଗ୍ନିକାଣ୍ଡ । ତମାଣ୍ଡୋ ପଞ୍ଚାୟତ ଅଫିସ ପାଖ କଲେଜରେ ନିଆଁ । ୫ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ । ତେବେ ଏହି ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବା ସୂଚନା ମିଳୁଛି । ଏଯାବତ ମୃତାହତର କୌଣସି ସୂଚନା ନାହିଁ ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
