ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବତନ ରାଷ୍ଟ୍ରପତି

ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବତନ ରାଷ୍ଟ୍ରପତି

ଓଡିଶାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ସାମିଲ ହେବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱର ଆସିଛନ୍ତି । ବିମାନ ଯୋଗେ ନୂଆ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ଭୁବନେଶ୍ୱର ପହଂଚିବା ପରେ ରାମନାଥ କୋବିନ୍ଦ ୱାନ ନେସନ ୱାନ ଇଲେକ୍ସନ ଉପରେ ପ୍ରତିକ୍ରିୟା ଦେଇଥିଲେ । ପୂର୍ବରୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଗଠିତ ସ୍ୱତନ୍ତ୍ର କମିଟିର ସମନ୍ୱୟ ବୈଠକ ହୋଇସାରିଛି । ଆସନ୍ତା ୨୩ ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ।

author

Related Articles

Leave a Reply

Your email address will not be published. Required fields are marked *