ଭୋଗ ନଲାଗିଲେ ପତଳା ହେଉଛନ୍ତି ଭଗବାନ

ଭୋଗ ନଲାଗିଲେ ପତଳା ହେଉଛନ୍ତି ଭଗବାନ

ସନାତନ ଧର୍ମର ଦେଶ ଭାରତ । ଅନେକ ହିନ୍ଦୁ ଦେବତା ମାନଙ୍କର ମନ୍ଦିର ରହିଛି ଭାରତରେ । ହିନ୍ଦୁ ଦେବତାଙ୍କ ମନ୍ଦିର ଭିତରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲା ଭଳି ମନ୍ଦିର ରହିଛି । କେରଳର ତିରୁଭାପୁରରେ ରହିଛି ଏପରି ଏକ ମନ୍ଦିର । ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ପୂଜା ପାଉଛନ୍ତି । ଯଦି ଏହି ମନ୍ଦିରରେ ଠିକ ସମୟରେ ଭୋଗ ନ ଲଗାଯାଏ ଭଗବାନ ପତଳା ହୋଇଯାଆନ୍ତି ।

ଏଠାରେ ଭଗବାନଙ୍କ ପ୍ରତିମା ଭୋକିଲା ଅନୁଭବ କରନ୍ତି । ଏଠାରେ ଭୋଗ ହେଉଥିବା ଖାଦ୍ୟକୁ ନିଜେ ଭଗବାନ ଖାଇଥାନ୍ତି । ଏକଦା ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିର ବନ୍ଦ ରହିଥିଲା ଏବଂ ଭଗବାନଙ୍କୁ ଭୋଗ ଲଗାଯାଇ ନଥିଲା । ଚନ୍ଦ୍ରଗ୍ରହଣ ପରେ ଯେତେବେଳେ କବାଟ ଖୋଲାଗଲା ସେତେବେଳେ ଦେଖାଗଲା ଯେ ଭଗବାନଙ୍କ ମୂର୍ତ୍ତି ପତଳା ହୋଇଯାଇଛି ଏବଂ ତାଙ୍କର ବସ୍ତ୍ର ଢିଲା ହୋଇଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *