ଭୋଟ ଦେଲେ ମନ୍ତ୍ରୀ ତୁଷାରକାନ୍ତି….

ଭୋଟ ଦେଲେ ମନ୍ତ୍ରୀ ତୁଷାରକାନ୍ତି….

ରାଜ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମତଦାନ । ଭୋଟ ଦେଉଛନ୍ତି ଓଡିଶାବାସୀ । ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ତ୍ରୀ ତଥା କାଟପୁର ବିଜେଡି ବିଧାନସଭା ପ୍ରାର୍ଥୀ ତୁଷାରକାନ୍ତି ବେହେରା ପ୍ରଥମ ଥର ନିଜ ପାଇଁ ଭୋଟ ଦେଇଛନ୍ତି । ତେବେ ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେଇଛି । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ ।

author

Related Articles

Leave a Reply

Your email address will not be published. Required fields are marked *