ଭୟଙ୍କର ଭୂକମ୍ପର ଶିକାର ହେଲେ ମରକ୍କୋ ବାସୀ

ଭୟଙ୍କର ଭୂକମ୍ପର ଶିକାର ହେଲେ ମରକ୍କୋ ବାସୀ

ଗତ କାଲି ରାତି ପାଖାପାଖି 11 ଟା ସମୟରେ ଭୟଙ୍କର ଭୂକମ୍ପରେ ଥରି ଉଠିଲା ମରକ୍କେ ସହର । 6 ଦଶମିକ 8 ତ୍ରୀବତାର ଭୂମିକମ୍ପ ହୋଇଛି । ଭୂମିକମ୍ପ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ଭୂକମ୍ପ ମରକ୍କୋ ମରାକେଶ ସହର ର  70 କିଲୋମିଟର ଦୂରରେ ବୋଲି ଜଣାପଡିଛି । ଭୂକମ୍ପ ରେ ବର୍ତ୍ତମାନ ସୁଦ୍ଧା 296 ଜଣ ଙ୍କ ର ମୃତ୍ୟୁ ହୋଇଥିବାର ଜଣାଯାଇଛି । ଆହୁରି ଅନେକ ଲୋକ ମୃତ୍ୟୁ ହୋଇଥିବା ର ଆଶଙ୍କା କରାଯାଉଛି । ଭୂମିକମ୍ପ ଯୋଗୁଁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମରାକେଶରଠାରୁ ପାଖାପାଖି ୩୫୦ କିଲୋମିଟର ଦୂର ରାଜଧାନୀ ରବାତରେ ମଧ୍ୟ ଲୋକେ ଭୂମିକମ୍ପ ଅନୁଭବ କରିଥିଲେ ।ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ଯାଇଥିଲା ଏବଂ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *