ମନୋଜ ମିଶ୍ରଙ୍କ ଉପରୁ ଉଠିଲା ବ୍ୟାନ

ମନୋଜ ମିଶ୍ରଙ୍କ ଉପରୁ ଉଠିଲା ବ୍ୟାନ

ବଢିବାରେ ଲାଗିଛି ଓଲିଉଡ ବିବାଦ । ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗକୁ ନେଇ ଦୁଇ ଭାଗ ହୋଇଯାଇଛି ବଲିଉଡ । ମନୋଜଙ୍କ ସପକ୍ଷରେ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସର ବାସନ୍ଦ ଲଗାଇଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ଗିଲ୍ଡ ।ମନୋଜ ମିଶ୍ର ତାଙ୍କ ଫିଲ୍ମ ମାଇଣ୍ଡ ଗେମକୁ ବିଭିନ୍ନ ହଲରେ କାଢିଦିଆଯିବାକୁ ନେଇ ସେ ଡ୍ରିଷ୍ଟ୍ରିବ୍ୟୁଟର୍ସମାନଙ୍କୁ ଦୋଷ ଦେଉଛନ୍ତି । ଏହାରି ଭିତରେ ପ୍ରତିକ୍ରିୟା ରଖିଥିଲେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ଗିଲ୍ଡର ସାଧାରଣ ସମ୍ପାଦକ ଅରୁଣ ମହାନ୍ତି । ମନୋଜ ମିଶ୍ରଙ୍କ ଉପରେ ବ୍ୟାନ ପ୍ରତ୍ୟାହାର କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *