ମନ୍ଦିର ହୁଣ୍ଡିରେ ପ୍ରେମପତ୍ର

ମନ୍ଦିର ହୁଣ୍ଡିରେ ପ୍ରେମପତ୍ର

ସୋମବାର ସମ୍ୱଲପୁର ମା ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି । ଦାନ ହୁଣ୍ଡିରୁ ଟଙ୍କା ବାହାରିବା ସହିତ ବାହାରିଛି ପ୍ରେମ ପତ୍ର । ମାଆଙ୍କ ପାଖରେ କିଏ ଦୁଃଖ ହରଣ ପାଇଁ ଗୁହାରୀ କରେ କିଏ ମାନସିକ କରେ । କିନ୍ତୁ ସମଲେଇ ମନ୍ଦିରରେ କିଛି ଭିନ୍ନ ଢଙ୍ଗରେ ଶ୍ରଦ୍ଧାଳୁ ପତ୍ର ଲେଖି ଗୁହାରି କରିଥିବାର ଚିତ୍ର ସାମ୍ନାକୁ ଆସିଛି ।

ଜଣେ ଯୁବତୀ ତାଙ୍କ ବାହାଘର କିଭଳି ଖୁସିରେ ହେବ ସେନେଇ ମା’ଙ୍କୁ ଗୁହାରୀ କରିଛନ୍ତି । କିଏ ସରକାରୀ ଚାକିରି ପାଇଁ ଗୁହାରୀ କରି ମା’ଙ୍କୁ ଚିଠି ଲେଖିଛି ତ ପୁଣି କିଏ ପରୀକ୍ଷାରେ ପାସ କରିବା ପାଇଁ ମା’ଙ୍କୁ ଗୁହାରି କରିଛି । ଯୌତୁକରେ ତାଙ୍କ ବାପା ଗାଡ଼ି ନଦେଲେ ଶାଶୁଘର ଲୋକେ ଯେମିତି ନିର୍ଯାତନା ନଦେବେ ସେ ନେଇ ମା’ଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଭକ୍ତ ।

author

Related Articles

Leave a Reply

Your email address will not be published. Required fields are marked *