ମମତାଙ୍କ ଇସ୍ତଫା ପରେ ବଢିଲା ବୟାନ ବାଜି

ମମତାଙ୍କ ଇସ୍ତଫା ପରେ ବଢିଲା ବୟାନ ବାଜି

ରାଜ୍ୟସଭା ସାଂସଦ ପଦବୀରୁ ଏବଂ ବିଜେଡିରୁ ମମତା ମହନ୍ତଙ୍କ ଇସ୍ତଫା ପରେ ବଢୁଛି ବୟାନ ବାଜି । ମମତାଙ୍କ ଦଳ ଛାଡିବା ପଛରେ ଭିନ୍ନ ଭିନ୍ନ କାରଣ ଥିବା ଆଲୋଚନା ଲାଗି ରହିଛି । ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁନଥିବାରୁ ବିଜେଡି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ଦର୍ଶାଇଥିଲେ ମମତା। ତେବେ ଏହାପଛରେ ବିଜେପିର ହାତ ଥିବା ଅଭିଯୋଗ କରିଥିଲେ ବିଜେଡି ନେତା। ମମତା ଦଳ ଛାଡିବା ପରେ ବିଜେଡିରେ ଅନ୍ତଃକନ୍ଦଳ ବଢିଥିବା ବିଜେପି ଅଭିଯୋଗ କରୁଥିବା ବେଳେ ବିଜେଡି ନେତା କହିଛନ୍ତି, ବିଜେଡି ଭଲ ଅବସ୍ଥାରେ ରହିଛି। ନବୀନଙ୍କ ନେତୃତ୍ବରେ ବିଜେଡି ଆହୁରି ଶକ୍ତିଶାଳୀ ଓ ଶାଣିତ ହେବ।

author

Related Articles

Leave a Reply

Your email address will not be published. Required fields are marked *