ମହଙ୍ଗା ପଡିଲା ଘରେ ବନ୍ୟଜନ୍ତୁ ରଖିବା

ମହଙ୍ଗା ପଡିଲା ଘରେ ବନ୍ୟଜନ୍ତୁ ରଖିବା

ସୋସିଆଲ ମିଡିଆରେ ଭିଡିଓ କରି ସେୟାର କରିବା ପାଇଁ ଆଜି କାଲିର ଏକ ଟ୍ରେଣ୍ଡ । ଫେମସ ହେବା ସାଙ୍ଗକୁ ଭଲ ପଇସା ବି ରୋଜଗାର କରିହୁଏ । କିନ୍ତୁ ଏହି ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ପଡିଲା ମହଙ୍ଗା । ଲୋକପ୍ରିୟତା ହାସଲ କରିଥିବା ୟ୍ୟୁଟ୍ୟୁବର ମୋନାଲିସା ଭଦ୍ରା ବନ୍ୟପ୍ରାଣୀ ନିଜ ଘରେ ରଖିବା ଦ୍ୱାରା ତାଙ୍କ ଘରେ ବନ ବିଭାଗର ଚଢାଉ ହୋଇଥିଲା । ବନ ବିଭାଗ ପରେ ତାଙ୍କୁ ଟାର୍ଗେଟ କରିଛି ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ରାଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଏବେ ଏହି ମାମଲାର ତଦନ୍ତ କରିବା ଇଡି । ସମସ୍ତ ଘଟଣାର ତଦନ୍ତ କରିବ ଇଡି ।

author

Related Articles

Leave a Reply

Your email address will not be published. Required fields are marked *