ମହୁମାଛି ଆକ୍ରମଣରେ ୬ ଜଣ ଗୁରୁତର

 ମହୁମାଛି ଆକ୍ରମଣରେ ୬ ଜଣ ଗୁରୁତର

ଫୁଲବାଣୀ

ମହୁମାଛି ଆକ୍ରମଣ ରେ ୬ ଜଣ ଲହୁଲୁହାଣ ହୋଇ ଛନ୍ତି l ଫିରିଙ୍ଗିଆ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ମହୁମାଛି ଆକ୍ରମଣ ରେ ୬ ଜଣଙ୍କ ମଧ୍ୟରୁ ୪ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷ ୟିତ୍ରୀ ଥିବା ବେଳେ ପିଅନ ଥିବା ଜଣା ପଡିଛି l ମହୂମାଛି ଆକ୍ରମ କରୁଥିବା ଯୋଗୁଁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯିବା ପରେ ଜଣେ ଶିକ୍ଷୟିତ୍ରୀ ଏବଂ ଜଣେ ୬ ଶ୍ରେଣିର ଛାତ୍ରୀ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି l ସୂଚନା ମୁତାବକ ଫିରିଙ୍ଗିଆ ଥିବା ଏହି ବିଦ୍ୟାଳୟ ର ନିକଟରେ ଥିବା ଏକ ଶିମିଳି ଗଛ ରେ ବହୁ ସଂଖ୍ଯା ର ବାଘ ମହୁମାଛି ବଶl କରିଛନ୍ତି l

ଆଜି ୧୦ ସମୟରେ ସ୍କୁଲ୍ ରେ ଶିକ୍ଷୟିତ୍ରୀ ଟିଫିନ୍ ଖାଉଥିବା ସମୟରେ l ମହୁମାଛି ବସାରୁ ବାହାରି ହଟାତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଙ୍କୁ ଆକ୍ରମ କରିଥିଲେ l ଫଳରେ ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରଭା ମହାପାତ୍ର l ଓ ପିଅନ ସମେତ ୪ ଜଣ ଛାତ୍ରଛାତ୍ରୀ ମହୁମାଛିର ଆକ୍ରମଣ ରେ ଲହୁଲୁହାଣ ହୋଇଥିଲେ l ଏଥି ମଧ୍ୟରୁ ଶିକ୍ଷୟିତ୍ରୀ ଓ ଜଣେ ଛାତ୍ରୀ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି lଘଟଣାଟି କେମିତି ଏଭଳି ହେଲା ଆଜି ପର୍ଯ୍ୟନ୍ତ ମହୁମାଛି ମାନେ କିଛି କରୁନଥିଲେ ହଠାତ ସେମାନେ ଏଭଳି ଉତେଜିତ କାହିଁକି ହେଲେ ସେ ନେଇ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଙ୍କ ଜରିଆରେ ତଦନ୍ତ ଚାଲୁଛି l l

author

Related Articles

Leave a Reply

Your email address will not be published. Required fields are marked *