ମାଓବାଦୀଙ୍କ ବିଭତ୍ସ ହତ୍ୟାକାଣ୍ଡ

ମାଓବାଦୀଙ୍କ ବିଭତ୍ସ ହତ୍ୟାକାଣ୍ଡ

ଛତିଶଗଡରେ ମାଓବାଦୀଙ୍କ ହିଂସା । ଟାଙ୍ଗିଆରେ ହାଣି ଛତିଶଗଡ ଆର୍ମ ଫୋର୍ସ କମ୍ପାନୀ କମାଣ୍ଡରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ । ମାଓବାଦୀଙ୍କ ଆକ୍ରମଣରେ ସିଏଏଫର ଚତୁର୍ଥ ବାଟାଲିୟନ କଂପାନୀର କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ କ୍ୟାମ୍ପରେ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳୁ କୁମ୍ବିଂ ଅପରେସନରେ ବାହାରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଯବାନଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ମାଓବାଦୀ ହତ୍ୟା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *