ମାତିଲେ ଲୁଟେରା,ଝାମ୍ପିନେଲେ ଚେନ

ମାତିଲେ ଲୁଟେରା,ଝାମ୍ପିନେଲେ ଚେନ

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଯାଇଛି ଅଘଟଣ । ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ନୟାପଲ୍ଲୀ ବେହେରାସାହି ଶିବ ମନ୍ଦିରରୁ ଏଭଳି ଲୁଟର ଖବର ସାମ୍ନାକୁ ଆସିଛି । ଜଣେ ଭକ୍ତ ସକାଳୁ ସକାଳୁ ଡଙ୍ଗା ଭସାଇ ମନ୍ଦିରକୁ ଯାଇ ଦର୍ଶନ କରିବାକୁ ଧାଡ଼ିରେ ଛିଡ଼ାହୋଇଥିବା ସମୟରେ ଲୁଟର ଶିକାର ହୋଇଛନ୍ତି  । କେହି ଦୁର୍ବୃତ୍ତ ବୃଦ୍ଧାଙ୍କ ବେକରୁ ଚେନ୍ ଝାମ୍ପି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି  ।  

author

Related Articles

Leave a Reply

Your email address will not be published. Required fields are marked *