ମାର୍ଚ୍ଚ ୭ ତାରିଖରୁ ବର୍ଷା !

ମାର୍ଚ୍ଚ ୭ ତାରିଖରୁ ବର୍ଷା !

ଆଉ ଦୁଇ ଦିନ ପରେ ପାଣିପାଗରେ ପରିବର୍ତ୍ତନ ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ଏବଂ କାଲି ପାଗ ଶୁଖିଲା ରହିବ । ୭ ତାରିଖରୁ ପଶ୍ଚିମାଝଡ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛିା ମୟୁରଭଞ୍ଜର ମୋରଦାରେ ୧୫ ମିଲିମିଟର, କେନ୍ଦୁଝରର ଚମ୍ପୁଆରେ ୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *