ମାର୍ଚ୍ଚ 16 ରେ ଇଡିରେ ହାଜର ହେବେ କେଜ୍ରିୱାଲ

ମାର୍ଚ୍ଚ 16 ରେ ଇଡିରେ ହାଜର ହେବେ କେଜ୍ରିୱାଲ

ଥମୁନି କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢିବାରେ ଲାଗିଛି । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରବର୍ତନ ନିର୍ଦେଶାଳୟ  । ଇଡିର ସମନକୁ ବେଆଇନ କହିବା ସହ ୧୨ ମାର୍ଚ୍ଚ ପରେ ଭିଡିଓ କନଫରେନ୍ସ ଯୋଗେ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଥିଲେ  । ମାର୍ଚ୍ଚ ୧୬ରେ ହାଜର ହେବାକୁ ରାଉଜ ଏଭିନ୍ୟୁ କୋର୍ଟ ପଠାଇଲେ ସମନ  । ତେବେ ୮ ଥର ସମନ ପଠାଇବା ପରେ ବି ହାଜର ନ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି  । ଯାହାର ଶୁଣାଣି କରି ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ନୋଟିସ କରିଛନ୍ତି କୋର୍ଟ  ।

author

Related Articles

Leave a Reply

Your email address will not be published. Required fields are marked *