ମାଲକାନାଗିରି ପୋଲିସକୁ ବଡ ସଫଳତା

ମାଲକାନାଗିରି ପୋଲିସକୁ ବଡ ସଫଳତା

ମାଲକାନାଗିରି ପୋଲିସକୁ ବଡ ସଫଳତା । ହଁ ଦର୍ଶକବନ୍ଧୁ ମାଲକାନାଗିରିରେ ଜବତ ହେଲା ବିପୁଳ ବିସ୍ପୋରକ ଜବତ । ଗତ ଦୁଇ ତାରିଖରେ କାଲିମେଳା PSଙ୍କ ଅଧିନରେ ଏକ ତ୍ରୀବ ଅନୁସନ୍ଧାନ କରାଯାଇଥିଲା । ସର୍ଚ୍ଚ ଅପରେସନ ସମୟରେ DVF ପକ୍ଷରୁ ଏହି ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି । କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରୁ 12ଟି ଲ୍ୟାଣ୍ଡ ମାଇନ ସହ 190ଟି ଜିଲଟିନ ଷ୍ଟିକ ଜବତ କରାଯାଇଛି । ଏହି ଜଙ୍ଗଲରେ ଏହି ଅସ୍ତ୍ରଶମସ୍ତ୍ରକୁ ଲୁଚାଇ ରଖିଥିଲେ ମାଓବାଦୀ । ଆଜି ପ୍ରାୟ ସକାଳ ସମୟରେ ଏହି ଅଞ୍ଚଳକୁ ଜବରଦଖଲରୁ ଉଚ୍ଛେଦ କରିଛି ମାଲକାନାଗିରି ପୋଲିସ ।

author

Related Articles

Leave a Reply

Your email address will not be published. Required fields are marked *