ମା’ ମାନଙ୍କ ପାଇଁ ସ୍କୁଟର ଯୋଜନା ଆରମ୍ଭ …..

ମା’ ମାନଙ୍କ ପାଇଁ ସ୍କୁଟର ଯୋଜନା ଆରମ୍ଭ …..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧୁବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ | ସ୍ଵୟଙ୍କ ସହାୟକ ଗୋଷ୍ଠିର ସଦ୍ୟସମାନଙ୍କୁ କହିଛନ୍ତି | ମହିଳା ଶ୍ସକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ ହୋଇରହିବ | ମିଶନ ଶକ୍ତି ମା’ ମାନଙ୍କ ସ୍କୁଟର କିଣିବା ପାଇଁ ୧ ଲକ୍ଷରୁ ଅଧିକ ଗୋଷ୍ଠୀର ସଦ୍ୟସମାନେ ସ୍କୁଟର ପାଇବେ | ଯୋଜନାର ଶୁଭାରମ୍ଭ ଅବସରରେ ୧୫ ହଜାର ସ୍କୁଟର ଦିଆଯାଇଛି | ମା ‘ ମାନେ ବହୁତ ଭଲ କାମ କରୁଛନ୍ତି | ମୋର ପୁରା ବିଶ୍ୱାସ ମା ‘ ମାନେ ଏବେ ଆହୁରି ଭଲ କାମ କରିବେ |୭୦ଲକ୍ଷ ସଦ୍ୟସ ମାନଙ୍କ ନିଜର ଅନୁଷ୍ଠାନ ମିଶନ ଶକ୍ତି ଆହୁରି ମଜଭୁତ ହେବ | ଏହି ଅବଶରରେ ମୁଖ୍ୟମନ୍ତ୍ରୀ ବ୍ଲକ ଓ ଜିଲାସ୍ତରୀୟ ମିଶନ ଶକ୍ତି ଫେଡରେସନ ସରକାରୀ କାର୍ଯ୍ୟ ପାଇଁ ଯାନ ସୁବିଧା ଯୋଗାଇଦେବା ବାବଦରେ ଘୋଷଣା କରିଛନ୍ତି | ଯାନ ସୁବିଧା ବଦଳରେ ଦକ୍ଷତା ବ୍ରୁଦ୍ଧିହବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଏହିଥି ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦ କୋଟି ଟଙ୍କାର ସୁଦ୍ଧା ସହାୟତା ମିଳିବ |

author

Related Articles

Leave a Reply

Your email address will not be published. Required fields are marked *