ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଉଦଘାଟିତ

ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଉଦଘାଟିତ


ବୌଦ୍ଧ ଜିଲ୍ଲା ଯାଯାବର ଠାରେ ସ୍ଥାନୀୟ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଏବଂ ଜନ କଲ୍ୟାଣ ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ମିଲେଟ ଶକ୍ତି ଟିଫିନ୍ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଉପସ୍ଥିତ ରହି ଏହି ଟିଫିନ୍ ସେଣ୍ଟର୍ ଉଦ୍ଘାଟିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ CDAO,CDPO, DPC,RC -WASSAN, Accountant, FPOର ସମସ୍ତ କର୍ମକର୍ତ୍ତା ତଥା LKBK ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା କୃଷି ବିଭାଗ ତଥା ଜିଲ୍ଲାରେ ମିଲେଟ ମିଶନରେ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ।
ରିପୋର୍ଟ – ଆଲୋକ କୁମାର ରଥ

author

Related Articles

Leave a Reply

Your email address will not be published. Required fields are marked *