ମିଳିମିଶି କରି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ,ନୂଆଖାଇର ଶୁଭେଚ୍ଛା ଜଣାଇ କହିଲେ କେନ୍ଦ୍ରମନ୍ତ୍ରୀ

ମିଳିମିଶି କରି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ,ନୂଆଖାଇର ଶୁଭେଚ୍ଛା ଜଣାଇ କହିଲେ କେନ୍ଦ୍ରମନ୍ତ୍ରୀ

ଆଜି ହେଉଛି ପଶ୍ଚିମ ଓଡ଼ିଶାବାସୀର ମୁଖ୍ୟ ପର୍ବ ନୂଆଖାଇ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି ଏବଂ ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୂଆ ମଜବୁତ ହେବ । ମିଳିମିଶି କରି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ । ଦେଶରେ ଭାଇଚାରା ବଢିଲେ ହିଁ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ । ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ କାରଣରୁ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିକୁ ପ୍ରଧାନ୍ୟ ଦେଇଛି । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

author

Related Articles

Leave a Reply

Your email address will not be published. Required fields are marked *