ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ

ଦେଶର ସବୁଠାରୁ ବଡ ଧନୀ ତଥା ମୁକେଶ ଅମ୍ବାନୀଙ୍କୁ ମିଳିଛି ହତ୍ୟା ଧମକ । ଏକ ଇ ମେଲ ଜରିଆରେ ତାଙ୍କୁ ଜଣେ ହତ୍ୟା ଧମକ ଦେଇଛନ୍ତି । ଯଦି ସେ 20 କୋଟି ଟଙ୍କା ନଦେବେ ତେବେ ତାଙ୍କୁ ଗୁଳି କରାଯିବ । ସଦାବ ଖାନ ନାମକ ଜଣେ ବ୍ୟକ୍ତି 27 ତାରିଖରେ ଏହି ମେଲ କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଖୁବ୍ ଶୀଘ୍ର ଧମକ ପଠାଇଥିବା ଲୋକଙ୍କୁ ପୋଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଦୁଇଥର ମଧ୍ୟ ଅମ୍ବାନୀଙ୍କୁ ହତ୍ୟା ଧମକ ମିଳିସାରିଛି ।

author

Related Articles

Leave a Reply

Your email address will not be published. Required fields are marked *