ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବଣ୍ଡା ଯୁବତୀ

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବଣ୍ଡା ଯୁବତୀ

ସ୍ୱାସ୍ଥ୍ୟକେନ୍ଦ୍ର ଓ ମୋ ହସ୍ପିଟାଲ ହେଲା ପରେ ପରିବର୍ତ୍ତନ ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସିଧାସଳଖ ଅନୁଭୂତି ରଖିଲେ ବଣ୍ଡା ଯୁବତୀ । ଏବେ କିନ୍ତୁ ତାହା ଦୂର ହୋଇଥିବା ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଙ୍କ ନିକଟରେ ନିଜର ମତ ରଖିଥିଲେ ବଣ୍ଡାଘାଟି ର ଯୁବତୀ ବୁଦାଇ ଧାଙ୍ଗଡାମାଝି । ମାଲକାନଗିରି ଜିଲ୍ଲା ମାଥିଲି ସବ ଡିଭିଜନ ମେଡିକାଲକୁ ରୂପାନ୍ତରୀକରଣ ପରେ ମୋ ହସପିଟାଲ ଅଧିନରେ ପରିବର୍ତନ କରାଯାଇଛି । ଉଦଘାଟନ ସମାରୋହରେ ଭିଡିଓ କନଫେରେନ୍ସରେ ବଣ୍ଡା ଯୁବତୀ ବୁଦାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିଜର ଅନୁଭୂତି ବଖାଣିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *