ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ ।
ତେବେ ଗତକାଲିର ରେଡଲ୍ଟ ପରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ରାଜ୍ୟର ଶାସନ ଭାର ବିଜେଡି ଠାରୁ ଛଡାଇନେଇଛି । ଲୋକସଭା ଆସନରେ ବିଜେଡିକୁ ମୂଳ ପୋଛ କରିବା ସହ ବିଧାନସଭାରେ ମଧ୍ୟ ୭୪ଟି ଆସନ ହାତେଇଛି ଭାରତୀୟ ଜନତା ପାର୍ଟୀ । ସଂଖ୍ୟା ଗରିଷ୍ଠତା ହରେଇବା କାରଣରୁ ନବୀନ ପଟ୍ଟନାୟକ ଏବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *