ମୋଦିଙ୍କ କଥା ଶୁଣିବାକୁ କେହିଆସିଲେନି , ଖାଲି ପଡ଼ିଲା ଚେୟାର

ମୋଦିଙ୍କ କଥା ଶୁଣିବାକୁ କେହିଆସିଲେନି , ଖାଲି ପଡ଼ିଲା ଚେୟାର

ପଇସା ନେଲା ବେଳକୁ ନେଲେ କିନ୍ତୁ ଭାଷଣ ଶୁଣିବାକୁ କେହି ଆସିଲେନି .ଥରେ ନଜର ପାକାନ୍ତୁ ଏହି ଦୃଶ୍ୟ ଉପରେ .ଏହା କୈାଣସି ଛୋଟ ମୋଟ ଲୋକଙ୍କ ସଭା ,ସମିତି ନୁହେଁ .ଏହା ହେଉଛି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା .ଯେଉଁଠାରେ ତାଙ୍କ ଭାଷଣ ଶୁଣିବା ପାଇଁ ଲୋକେ ଆସିବେ ବୋଲି ଚେୟାର ପଡ଼ିଥିଲା .କିନ୍ତୁ ଏଠାରେ ଲୋକ ତ ଦୂରତ କଥା କାଉ କୋଇଲି ଟେବି ନାହିାଁନ୍ତି .

ଏହାକୁ ଦେଖୀବାକୁ ପରେ ଲୋକେ କହୁଛନ୍ତି . ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଗଣେଷ ପୂଜା ଦେଖିବାକୁ ବାହିଥିବା ବେଳେ ଅଧିକ ଭିଡ ହୋଇଥିଲା .ଲୋକଙ୍କ ଗହଳି ବହୁତ ହୋଇଥିଲା .ତେବେ ଏହି ଦୃଶ୍ୟ କୌଣସି ଉପାନ୍ତ କିମ୍ବା ଗ୍ରାମାଂଚଳର ନୁହେଁ ବରଂ କଟକ ସାଲେପୁରରେ ଅଂଚଳର .

ଏହି ଦୃଶ୍ୟ ହେଉଛି ସେହି ସମୟର .ଯେତେବେଳେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ଶୁଭଦ୍ରା ଯୋଜନାରେ ଶୁଭାରମ୍ଭ କରିବା ପାଇଁ ନିଜ ଜନ୍ମ ଦିନ ଅବସରରେ ଭୁବନେଶ୍ୱର ସ୍ଥିତ ଗାଢ଼କଣ କୁ ଆସିଥିଲେ .ଆଉ ଏହି ଅବସରରେ ବିଭିନ୍ନ ସ୍ଥାନରେ ଏକ ସଭାର ଆୟୋଜନ କରାଯାଇଥିଲା .ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଏଲଇଡି ଟିଭି ଲଗାଯାଇଥିଲା .କିନ୍ତୁ ଦୁଃଖ ର କଥା ମହିଳାମାନେ ସୁଭଦ୍ରା ଯୋଜନାରେ ଟଙ୍କା ନେଇ ଘରେ ରହିଲେ ହେଲେ ମୋଦିଙ୍କ ଭାଷର ଶୁଣିବାକୁ କେହି ଆସିଲେ ନି .

author

Related Articles

Leave a Reply

Your email address will not be published. Required fields are marked *