ମୋହନାରେ ହର ଘର ତ୍ରିରଙ୍ଗା ମହାସମାରୋହରେ ପାଳିତ

ମୋହନାରେ ହର ଘର ତ୍ରିରଙ୍ଗା ମହାସମାରୋହରେ ପାଳିତ

ମୁଖ୍ୟମନ୍ତ୍ରୀ ମୋହନା ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଜପତି ଜିଲ୍ଲା ମୋହନlରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଡ଼ିଓ, ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସ୍କୁଲ ଛlତ୍ର ଛାତ୍ରୀ ଓ ମହିଳା ଏଥିରେ ସାମିଲ ହୋଇଥିଲେ l ହିଲଟପ କଲେଜ ଛକରୁ ସମସ୍ତେ ତ୍ରିରଙ୍ଗା ଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ହାଇସ୍କୁଲ ପଡିଆରେ ପହଞ୍ଚିଥିଲେ l ଏହାପରେ ସେଠାରେ ସାମୁହିକ ଶପଥ ପାଠ ହୋଇଥିଲା l ଏହି ଅବସରରେ ବ୍ଳକ କାର୍ଯ୍ୟାଳୟ ପରିସରରେ ସେଲ୍ଫି ଓ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା
l

author

Related Articles

Leave a Reply

Your email address will not be published. Required fields are marked *