ଯୁବକ ଙ୍କ ମୃତ ଦେହ ଜଙ୍ଗଲ ରେ ଠାବ ହତ୍ୟା ସନ୍ଦେହ ପୋଲିସ ତଦନ୍ତ ଜାରି ।

ଯୁବକ ଙ୍କ ମୃତ ଦେହ ଜଙ୍ଗଲ ରେ ଠାବ ହତ୍ୟା ସନ୍ଦେହ ପୋଲିସ ତଦନ୍ତ ଜାରି ।

କାମାକ୍ଷାନଗର:ଢ଼େଙ୍କାନାଳ

କାମାକ୍ଷାନଗର:-ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଅନ୍ତର୍ଗତ ବସୁଇ ଗାଁ ପାଖ କାଜୁ ଜଙ୍ଗଲ ରୁ ଯୁବକ ଙ୍କ କ୍ଷତ ବିକ୍ଷେତ ମୃତ ଦେହ ହୋଇ ପଡିଥିବା ଦେଖିବାକୁ ମିଳିଛି, ଏହି ଯୁବକ ପଙ୍କଜ ବିଶ୍ଵାଳ ଙ୍କ ପୁତ୍ର ମନୋଜ ବିଶ୍ଵାଳ ୩୦ ବର୍ଷ ବୋଲି ଜଣାପଡିଛି,ଖବର ପାଇଁ ପରଜଙ୍ଗ ଥାନା ଅଧିକାରୀ ଖୁକୁଣ୍ଡି କୋଠ ଜଙ୍ଗଲରେ ହତ୍ୟା କରାଯାଇଥିବା ପୋଲିସ ଦେଖିବାକୁ ପାଇଛି ,ଗତ ୬ ମାସ ପୂର୍ବରୁ ତାର ବଡ଼ଭାଇକୁ ମାରି ପଙ୍ଗୁ କରିଥିବା ବେଳେ ବାଲେଶ୍ଵରରେ ତା’ର ସାନ ଭାଇକୁ ମାରିଥିଲେ , ପୂର୍ବ ଶତ୍ରୃତା କୁ ନେଇ ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି, ଗତ କାଲି ୨୫ ତାରିଖ ବିଳମ୍ୱିତ ପ୍ରହରରେ ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି, ମୃତ ଯୁବକ ଙ୍କର ଫାଇଲ୍ ଓ ଫୋଟ ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *