ରଘୁବର ଦାସ ଓଡିଶାର ନୂଆ ରାଜ୍ୟପାଳ

ରଘୁବର ଦାସ ଓଡିଶାର ନୂଆ ରାଜ୍ୟପାଳ
The Chief Minister of Jharkhand, Shri Raghubar Das calling on the Prime Minister, Shri Narendra Modi, in New Delhi on January 04, 2015.

ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ରଘୁବର ଦାସ । ରାଷ୍ଟ୍ରପତି ଭବନରୁୁ ରଘୁବରଙ୍କୁ ନିଯୁକ୍ତି ଦେବା ପାଇଁ ସୂଚନା ଜାରି କରାଯାଇଛି । ରଘୁବର ଦାସ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ସେହିପରି ତ୍ରିପୁରାର ରାଜ୍ୟପାଳ ହେବେ ଇନ୍ଦ୍ରସେନ ରେଡ୍ଡୀ । ବର୍ତ୍ତମାନ ରଘୁବର ଦାସ ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ରହିଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରହିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *