ରଜନାରାୟଣ ଛାଡିଲେ କଂଗ୍ରେସ….

ରଜନାରାୟଣ ଛାଡିଲେ କଂଗ୍ରେସ….

ଯାଜପୁର ଜିଲା ବଡ଼ଚଣା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସମ୍ପାଦକ କ୍ୟାପଟେନ ରଜନାରାୟଣ ମହାପାତ୍ର ବୁଧବାର ଦଳର ପ୍ରାଥମିକ ସଦ୍ୟସପଦରୁ ଇସ୍ତଫା ଦେଇଛନ୍ତି | ପ୍ରର୍ବରୁ ସେ କଂଗ୍ରେସ ଛାଡିବା ନେଇ ଚର୍ଚାରେ ଅଛନ୍ତି | ଫେରବୁଆରି ୨୯ରେ ବଡ଼ଚଣା ପ୍ରଗତି ମଂଚ ବ୍ୟାନରରେ ଏକ ସଭା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ କୌଣସି ଦଳୀୟ କର୍ମକର୍ତାଙ୍କୁ ଦେଖିବାକୁ ମିଳି ନ ଥିଲା | ରଜନାରାୟଣ ମହାପାତ୍ର ବିଜେଡିରେ ମିଶିବା ନେଇ ଆଲୋଚନା ହେଉଛି |

author

Related Articles

Leave a Reply

Your email address will not be published. Required fields are marked *