ରଜ ମହୋତ୍ସବ ଉଦଘାଟିତ…

ରଜ ମହୋତ୍ସବ ଉଦଘାଟିତ…

କଟକ ଜିଲ୍ଲା କଟକ ସଦର୍ କିଶରନଗର ର ହାଟ ପଡିଆରେ ରଜ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି କିଶରନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ଟାଣୁଆ ମହିଳା ନେତ୍ରୀ ସରପଞ୍ଚ ସୁଜାତା ସେଠୀ, କିଶନନଗର ପିଏଚସି ମେଡିକାଲ ଅଫିସର ଡ଼ ବାଞ୍ଜୁ ମାରାଣ୍ଡି, ଅନ୍ୟତମ ଅତିଥି ଭାବେ ଆତ୍ମ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମାପ୍ରସାଦ ବିଶ୍ଵାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାଧୁ ଚରଣ ଜେନା, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ। ରଘୁନାଥ ଚୌଧୁରୀ ସଭା ପରିଚାଳନା, ଅଧ୍ୟାପକ ଧରଣୀଧର ଜେନା ଅତିଥି ପରିଚୟ ଏବଂ ଶିକ୍ଷାବିତ୍ ବିମଳ ପଣ୍ଡା ଶେଷରେ ଧନ୍ୟବାଦ୍ ପ୍ରଦାନ କରିଥିଲେ। ପରିଚାଳନା କରିଥିଲେ – ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ ସେଠୀ, ଅଭିନାଶ ମହାନ୍ତି, ଖୀତିନ୍ଦ୍ର ମିତ୍ର, ସରୋଜ ବାରିକ, କ୍ଷିରୋଦ ସେଠୀ, ବଟକୃଷ୍ଣ ସାହୁ, ପ୍ରଦୀପ୍ତ ଦାସ, ସଞ୍ଜୟ ସାମଲ, କାର୍ତ୍ତିକ ଚନ୍ଦ୍ର ସାହୁ, ତାପସ ମଣ୍ଡଳ, ଜ୍ୟୋତିପ୍ରକାଶ ନନ୍ଦ, ଅଶୋକ ସାମନ୍ତରାୟ, କାର୍ତ୍ତିକ ଚନ୍ଦ୍ର ସାହୁ, ତ୍ରୈଲୋକ୍ୟ ନାଥ ଗୁଇ, ପ୍ରମୋଦ ସେଠୀ, ସାମ୍ୱାଦିକ ସୂର୍ଯ୍ୟନାରାୟଣ ଦାଶ, ମଙ୍ଗୁଆ ଭୋଇ, ଜୟନ୍ତ ବେହେରା, ସିବେନ୍ ବିଟ୍, ଶୁଭେନ୍ଦୁ ପଣ୍ଡା, ଗୌତମ ବେହେରା, ସନ୍ଦୀପ ସେଠୀ, ଗୋପୀନାଥ ସେଠୀ, ଶୁଭକାନ୍ତ ସେଠୀ, ପରେନ୍ଦ୍ର ବିଶ୍ଵାଳ, କନ୍ଦରପୁର ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ଯୋଗେନ୍ଦ୍ର ନାଥ ଭୋଇ, ଲକ୍ଷ୍ମୀଧର ଜେନା ଏଵଂ ଅନ୍ୟ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଏହି କାଯ୍ୟକ୍ରମ ରେ ଆୟୋଜକ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ। ୧୩ ରୁ ୧୭ ପର୍ଯ୍ୟନ୍ତ ଚାଲିବ।

author

Related Articles

Leave a Reply

Your email address will not be published. Required fields are marked *