ରାଉରକେଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା

ରାଉରକେଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା

ରାଉରକେଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ପୁଣି ଥରେ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ନେତା ଅମିତ ଶାହା । ଗତ ୧୫ ତାରିଖରେ ଓଡିଶା ଆସି ପ୍ରଚାର ମଇଦାନକୁ ହୁଲସ୍ତୁଲ କରିଥିବା ବେଳେ ଆଜି ପୁଣି ସେ ଓଡିଶା ଆସିଛନ୍ତି । ତେବେ ଆଜି ସେ ରାଉରକେଲାର ଏୟାର ପୋର୍ଟ ନିକଟସ୍ଥ ପଡିଆରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ଭୋଧିତ କରିବେ ବୋଲି ଆସିଛନ୍ତି । ସକାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଉରକେଲାରେ ପ୍ରଚାର କରିଥିବା ବେଳେ ଏବେ ସନ୍ଧ୍ୟାରେ ଅମିତ୍ ଶାହା ଏଠାରେ ପ୍ରଚାର କରିବେ । ତେବେ ଉଭୟ ନେତାଙ୍କ ପ୍ରଚାର ନିର୍ବାଚନରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *