ରାଜଧାନୀରେ ଏନ୍‌କାଉଣ୍ଟର

ରାଜଧାନୀରେ ଏନ୍‌କାଉଣ୍ଟର

ନୂଆବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଏନ୍‌କାଉଣ୍ଟର
କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ପୋଲିସର ଏନ୍‌କାଉଣ୍ଟର
ରଘୁର ବାମ ଗୋଡ଼ରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ବର ଥାନା ପୋଲିସ
ପାଟ୍ରୋଲିଂ ବେଳେ ରଘୁ ଓ ତାର ସହଯୋଗୀକୁ ପିଛା କରିଥିଲା ପୋଲିସ
ପିଛା କରିବା ବେଳେ ରଘୁ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା
ପୋଲିସର ପାଲଟା ଗୁଳିମାଡ଼ରେ ରଘୁ ଆହତ ହୋଇଥିଲା
ରଘୁ ନାଁରେ ୧୫ଟି ଥାନାରେ ଡକାୟତି ସହ ରାହାଜାନି ମାମଲା ରହିଛି

author

Related Articles

Leave a Reply

Your email address will not be published. Required fields are marked *