ରାଜଧାନୀରେ ନିଆଁ ବର୍ଷା

ରାଜଧାନୀରେ ନିଆଁ ବର୍ଷା

ଭୁବନେଶ୍ୱର:

ଜଳୁଛି ଭୁବନେଶ୍ୱର ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱର ଏବଂ ସମ୍ବଲପୁର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ହୋଇଛି | ଭୁବନେଶ୍ୱର ଏବଂ ସମ୍ବଲପୁର ର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି | ସେହିପରି ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ ହୀରାକୁଦରେ ୩୭.୪ ଚାନ୍ଦବାଲିରେ ୩୫.୬ କେନ୍ଦୁଝର ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ବାଲେଶ୍ୱରରେ ୩୫ ଡିଗ୍ରୀ ପୁରୀରେ ୩୩ ଡିଗ୍ରୀ ପାରାଦ୍ବୀପରେ ୩୩.୪ ଡିଗ୍ରୀ ଏବଂ ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ମାତ୍ର ଅଧଘଣ୍ଟେ ତଳର ଏ ତାତିର ସୂଚନା ଯାହା ପାଣିପାଗ ବିଭାଗ ପାଖରୁ ସୂଚନା ପ୍ରଦାନ କରାଯାଇଛି | ସମ୍ବଲପୁର ଏବଂ ଭୁବନେଶ୍ୱର ଏଇ ଦୁଇଟି ସହର ବର୍ତ୍ତମାନ ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ହୋଇଛି |

ଭୁବନେଶ୍ୱର ଏବଂ ସମ୍ବଲପୁର ର ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି | ସେହିପରି ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ ହୀରାକୁଦରେ ୩୭.୪ ଚାନ୍ଦବାଲିରେ ୩୫.୬ କେନ୍ଦୁଝର ୩୫ ଡିଗ୍ରୀ ତାପମାତ୍ରା ରହିଛି | ବାଲେଶ୍ୱରରେ ୩୫ ଡିଗ୍ରୀ ପୁରୀରେ ୩୩ ଡିଗ୍ରୀ ପାରାଦ୍ବୀପରେ ୩୩.୪ ଡିଗ୍ରୀ ଏବଂ ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ଆହୁରି ୩ରୁ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ରହିବ | ଯାହା ପାଣିପାଗ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା | ମୌସୁମୀ ଆସିବା ପର୍ଯ୍ୟନ୍ତ ରାଜ୍ୟରେ ଏହି ସ୍ଥିତି ଲାଗିରହିବ | ବିଶେଷ କରି କେନ୍ଦ୍ରୀୟ ଓଡିଶା ଆଭ୍ୟନ୍ତରୀଣ ତା ସହିତ ଉପକୂଳବର୍ତ୍ତୀ ୧୩ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗରୁ ସର୍ତ୍ତକ ସୂଚନା ଜାରି କରାଯାଇଥିଲା | ସକାଳ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆପଣ ବାହାରକୁ ନ ଯିବା ପାଇଁ ଯଦି ଅତି ଜରୁରୀ କାମ ନ ଅଛି ତେବେ ବାହାରକୁ ନ ଯିବା ମଧ୍ୟ ପରାମର୍ଶ ଦିଆଯାଇଥିଲା |

author

Related Articles

Leave a Reply

Your email address will not be published. Required fields are marked *