ରାଜଧାନୀରେ ବେକାରୀ ହାଟ

ରାଜଧାନୀରେ ବେକାରୀ ହାଟ

ରାଜଧାନୀରେ ଲୋୟର ପିଏମଜି ଠାରେ ଧାରଣାସ୍ଥଳରେ ବସିଛି ବେକାରୀ ହାଟ । ଆରସିଆଇ ପଞ୍ଜିକୃତ ସ୍ୱତନ୍ତ୍ର ଶିକ୍ଷକ ଆଶାୟୀଙ୍କ ମିଠା ଦହିବରା, ପିଠା ଦୋକାନ, ଲୁହା ଟିଣ କବାଡ଼ିଆ ଗୋଟାଳି, ଶାଢ଼ୀ ଦୋକାନ, ଶୁଖୁଆ ଦୋକାନ ଲଗାଇ ପ୍ରତିବାଦ କରୁଛନ୍ତି । ଲୋୟର ପିଏମଜି ଧାରଣାସ୍ଥଳରେ ବସିଛି ଏହି ବେକାରୀ ହାଟ । ଏମିତି ବେକାରୀ ହାଟ କରି ପ୍ରତିବାଦ କରୁଛନ୍ତି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ଏଠାରେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ସାମଗ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *