ରାଜ୍ୟରେ ଅସହ୍ୟ ଶୀତକୁ ଲାଗି ରହିଛି କୁହୁଡି

ରାଜ୍ୟରେ ଅସହ୍ୟ ଶୀତକୁ ଲାଗି ରହିଛି କୁହୁଡି

ଓଡିଶାରେ ଶୀତର ପ୍ରକୋପ ବଢି ବଢି ଚାଲିଛି । 19ଟି ସହରର ତାପାମାତ୍ରା 15 ଡିଗ୍ରୀ ତଳେ ରହିଛି । କନ୍ଧମାଳର ଜିଉଦୟଗିରିରେ 7.4ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ 8.5ଡିଗ୍ରୀ,କୋରାପୁଟରେ 8ଡିଗ୍ରୀ,ଫୁଲବାଣୀରେ 9.5ଡିଗ୍ରୀ ଓ ସିମିଳିଗୁଡାରେ 9.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରର ରାତିର ତାପମାତ୍ରା 14.4 ଡିଗ୍ରୀ ରହିଛି । କିଛିଦିନ ହେବ ରାତିରେ କୁହୁଡି ଲାଗି ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡି ଦେଖାଦେଇପାରେ ।

author

Related Articles

Leave a Reply

Your email address will not be published. Required fields are marked *