ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରଭାହ ପ୍ରବଳ ଖରା ଓ ତାତିରେ ଆଉଟ ପାଉଟ ଲୋକେ !

ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରଭାହ ପ୍ରବଳ ଖରା ଓ ତାତିରେ ଆଉଟ ପାଉଟ ଲୋକେ !

ଭୁବନେଶ୍ୱର:

ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରଭାହ ପ୍ରବଳ ଖରା ଓ ତାତିରେ ଆଉଟ ପାଉଟ ଲୋକେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି | ୪୨.୬ ଡିଗ୍ରୀ ସେଲସିୟସ ସହିତ ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ାର ତାପମାତ୍ରା ୪୨.୪ ହୀରାକୁଦର ତାପମାତ୍ରା ୪୧.୬ ଏବଂ ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରୀରେ ରେକର୍ଡ ହୋଇଛି | ଆଗାମୀ ୫ଦିନରେ ରାଜ୍ୟର ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ | ପଶ୍ଚିମ ଏବଂ ଆଭ୍ୟନ୍ତର ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ପାର କରିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡ ଘଡି ସହିତ ବର୍ଷା ପବନ ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି | ପବନର ବେଗ ଘଣ୍ଟାପ୍ରତି ୪୦ରୁ୫୦ କିଲୋମିଟର ରହିବ ଆଶଙ୍କା ମାଲକାନଗିରି,କୋରାପୁଟ,ରାୟଗଡା,ନବରଙ୍ଗପୁର,କଳାହାଣ୍ଡି, ବଲାଙ୍ଗୀରି,ନୂଆପଡା,କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର,କନ୍ଧମାଳ, ଭଦ୍ରକ,ଗଜପତି,ଗଞ୍ଜାମ,ଜିଲ୍ଲାକୁ ଏଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଏହି ୧୩ ଜିଲ୍ଲାର କିଛି ସ୍ଥାନରେ ବର୍ଷା ଏବଂ ବଜ୍ରପାତ ଆଶଙ୍କା ରହିଛି | ଆଶାନ୍ତ କଲି ପାଇଁ ଏଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *