ରାଜ୍ୟସଭାରେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି…

ରାଜ୍ୟସଭାରେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି…

ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ପରେ ଏକ ନୂଆ ରୂପରେ ଆସୁଛି ବିଜୁ ଜନତା ଦଳ । ରାଜ୍ୟସଭାରେ ବିରୋଧି ଭୂମିକାରେ ଅବତୀର୍ଣ୍ଣ ହୋଇଛି ବିଜେଡି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସଂସଦରେ ପୁଣି ଦାବି ଉଠିଛି । ରାଜ୍ୟସଭାରେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଏହି ଦାବି କରିଛନ୍ତି । ଏଥିସହ ବନ୍ୟା ବାତ୍ୟା ପ୍ରପୀଡିତ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଛନ୍ତି ବିଜେଡି ସାଂସଦ ।

author

Related Articles

Leave a Reply

Your email address will not be published. Required fields are marked *