ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଫଠାଇବାକୁ ନିଷ୍ପତି ନେଇଛି ଶାସକ ଦଳ । ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ତାଙ୍କ ବୈଠକ ପରେ ସେ କଣ ପ୍ରତିକ୍ରିୟା ରଖିଲେ ତାହା ଅଲଗା କଥା । ହେଲେ ବିଜେଡି ନିଜେ କହୁ କେଉଁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରିଛି । ଏହି ରାଜ୍ୟରୁ ସର୍ବାଧିକ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି । ଏସବୁ 24 ବର୍ଷ ଶାସନରେ ପ୍ରତିଫଳନ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *