ରାତିରେ ବାରଣାସୀ ବୁଲିଲେ ମୋଦି

ରାତିରେ ବାରଣାସୀ ବୁଲିଲେ ମୋଦି

ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିଥିଲେ ।  ନିକଟରେ ଉଦଘାଟନ ହୋଇଥିବା ତଥା 360 କୋଟି ଟଙ୍କା ବ୍ୟୟରେ ନିର୍ମାଣ ଶିବପୁର-ଫୁଲୱାରିଆ-ଲହରତାରା ରାସ୍ତାକୁ ଯାଞ୍ଚ କରିବା ପାଇଁ ରାତି ପ୍ରାୟ 11ଟା ସମୟରେ ଯାଇଥିଲେ । ସେହିପରି ବିଏଚ୍ୟୁରୁ ବିମାନବନ୍ଦର ପର୍ଯ୍ୟନ୍ତ ଯାତ୍ରା ଦୂରତା ୭୫ ମିନିଟରୁ ୪୫ ମିନିଟକୁ ହ୍ରାସ କରାଯାଉଛି । ବାରାଣସୀର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଏହି ପ୍ରକଳ୍ପରେ ରେଳବାଇ ଏବଂ ପ୍ରତିରକ୍ଷା ସମେତ ଆନ୍ତଃ ମନ୍ତ୍ରଣାଳୟ ସମନ୍ୱୟ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ।

author

Related Articles

Leave a Reply

Your email address will not be published. Required fields are marked *