ରାସ୍ତା କଡକୁ ଖସିଲା ଗ୍ୟାସ ବୋଝେଇ ଟ୍ରକ

ରାସ୍ତା କଡକୁ ଖସିଲା ଗ୍ୟାସ ବୋଝେଇ ଟ୍ରକ

ରାସ୍ତା କଡକୁ ଖସିଲା ଗ୍ୟାସ ବୋଝେଇ ଟ୍ରକ ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର୍ ହେଲ୍ପର ଓ ଅଞ୍ଚଳ ବାସି। ଗତ କାଲି ସନ୍ଧ୍ୟା ସମୟରେ” ଏକ ଟ୍ରକ ୩୪୨ ଟି ଗ୍ୟାସ ସିଲିଣ୍ଡର ଭର୍ତି କରି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଏଚ୍ ପି ଗ୍ୟାସ ଅଫିସ କୁ ନେଇକି ଝାଡେ଼ସ୍ଵର୍ ପୁର ୬ନମ୍ବର୍ କେନାଲ ରୋଡ଼ ଦେଇ ଯାଉଥିବା ସମୟରେ ରାସ୍ତା କାମ ଚାଲୁଥିବାରୁ ଭାରସାମ୍ୟ ହରାଇ ରାସ୍ତା ର ବିଲ କଡକୁ ଖସି ପଡିଥିଲା,ଯାହା ଫଳରେ ଗାଡ଼ିରୁ ସିଲିଣ୍ଡର ଖସି ବିଲ ମଧ୍ୟକୁ ପଡିଜାଇଥିବା ଦେଖିବାକୁ ମିଳିଥିଲା ଏମିତି କି କେହି କେହି ସିଲିଣ୍ଡର ରୁ ଗ୍ୟାସ ମଧ୍ୟ ଭାରୁଥିବାର ଦେଖିବାକୁ ମିଳିଥିଲେ ସେଇ ଦୃଘଟଣା ଟ୍ରକ ଉପର ଦେଇ ୩୩କେଭି ବିଦୂତ ତାର ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ର ବାତାବରଣ ଖେଳିଜାଇଥିଲା।ଦୀର୍ଘଦିନ ହେବ ଏହି ରାସ୍ତାକାମ ଅଧାପନ୍ତରିୟା ହେଇ ପଡ଼ିଥିବାରୁ ଠିକାଦାର ଙ୍କ ମନ ମୁଖି କର୍ଜ୍ୟପାଇ ଏଭଳି ଦୃଘଟଣା ଦେଖିବାକୁ ମିଳୁଛି ଏମିତି କି ପୂର୍ବରୁ ଏହି ରାସ୍ତା ରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇକି ଯାଉଥିବା ଏକ ଟାଟା ମେଜିକ୍ ଗାଡି ଦୃଘଟଣା ମୁଖରୁ ଅଳ୍ପକେ ବର୍ତ୍ତୀଥିଲେ।

author

Related Articles

Leave a Reply

Your email address will not be published. Required fields are marked *